ଗୋଆ ବୁଲାଇବାକୁ ନେଇ ଅଧା ରାସ୍ତାରେ ପ୍ରେମିକାଙ୍କ ଚଣ୍ଟି ଚିପିଦେଲେ ପ୍ରେମିକ, ଜଙ୍ଗଲରୁ ମିଳିଲା… ବେଙ୍ଗାଲୁରୁ,୨୦।୬: ଗୋଆ ପୋଲିସ ଜୁନ ୧୫ ତାରିଖରେ ଜଣେ ଯୁବତୀଙ୍କ ହତ୍ୟା ମାମଲାର ସମାଧାନ କରିଛି। ଏହି ମାମଲାରେ, ପୋଲିସ ଯୁବତୀଙ୍କ ପ୍ରେମିକକୁ ଗିରଫ କରିଛି, ଯିଏ ତାଙ୍କ ଅପରାଧ ସ୍ବୀକାର କରିଛନ୍ତି। ଅଭିଯୁକ୍ତ ତାଙ୍କ ପ୍ରେମିକାଙ୍କୁ ଗୋଆକୁ ବୁଲାଇବା...