Tag Archives: boyfriend

ଓଡ଼ିଆ ଛାତ୍ରୀ ଗଣବଳାତ୍କାର ଘଟଣା: ବୟଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ, ସେହି ଦିନ ହିଁ…

କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ସେହିଦିନ ବୟଫ୍ରେଣ୍ଡ ଯୁବତୀଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍‌...

ବୟଫ୍ରେଣ୍ଡଙ୍କ ସହ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଫେରିବା ବେଳେ ଗଣବଳାତ୍କାର

ଜଳେଶ୍ୱର,୧୧ା୧୦(ନବୀନ ସାହୁ): ପଶ୍ଚିମବଙ୍ଗରେ ଆରଜି କର୍‌ ମେଡିକାଲ କଲେଜ ଘଟଣାର ହୋଇଛି ପୁନରାବୃତ୍ତି। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା...

ମହିଳା କନଷ୍ଟେବଳଙ୍କୁ ହତ୍ୟା କରି କାର୍‌ରେ ମୃତଦେହ ନେଇଥିଲେ ପୁରୁଷ ବନ୍ଧୁ, ସାମ୍ନାକୁ ଆସିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର,୧୭ା୯: ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରର ଘଟଗାଁରୁ ମିଳିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬...

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରେମିକଙ୍କୁ ଭେଟିବା ପାଇଁ ୧୪୦୦୦ କିଲୋମିଟର ପାର୍‌ ହୋଇ ଚାଲିଆସିଲେ ପ୍ରେମିକା, ପୂରା ଘଟଣା ଜାଣିଲେ…

ଡେରାଡୁନ୍‌,୧୬ା୭: ଉତ୍ତରାଖଣ୍ଡର ନୈନିତାଲରୁ ପ୍ରେମ କାହାଣୀର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। କାନାଡ଼ାରେ ରହୁଥିବା ଜଣେ ଝିଅ ଇନ୍‌ଷ୍ଟାଗ୍ରାମରେ ଉତ୍ତରାଖଣ୍ଡର ଜଣେ ପୁଅ ସହିତ ବନ୍ଧୁତା କରିଥିଲା। ସେମାନଙ୍କ ପ୍ରେମ ଏତେ ବଢ଼ିଗଲା ଯେ, ସେ ପ୍ରଥମେ ହାଇଦ୍ରାବାଦ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ ଫସିଯାଇଥାନ୍ତି। ଏବେ ସେମିତି ଘଟଣା ଜଣେ ଯୁବତୀଙ୍କ ସହ ଘଟିଛି। ଏକ ଡେଟିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri