Boycott Ind vs Pak: ‘ଲଜ୍ଜା କର…,’ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ ପାଇଁ ଜୋର ଧରିଲା ଦାବି ନୂଆଦିଲ୍ଲୀ,୧୪।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ ୨୦୨୫ର ଷଷ୍ଠ ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ଦେଖାଯାଉଛି। ପ୍ରଶଂସକମାନେ ଭାରତ-ପାକ ମ୍ୟାଚ ବର୍ଜନ କରିବାକୁ ନିରନ୍ତର ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ...