ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି…