RBI’ର ନୂଆ ଯୋଜନା: ସହଜ ହେବ ଋଣ ନେବା, କଠୋର କ୍ରେଡିଟ ଯାଞ୍ଚ
ମୁମ୍ବାଇ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୯ ସେପ୍ଟେମ୍ବର ୨୦୨୫ରେ ଋଣ, ସୁନା-ରୂପା ଆଧାରିତ ଋଣ, ବ୍ୟାଙ୍କ ପୁଞ୍ଜି ସଂଗ୍ରହ ଓ କ୍ରେଡିଟ ସୂଚନା ପ୍ରଣାଳୀକୁ ସୁଧାର ଆଣିବା ପାଇଁ ସାତଟି ନିର୍ଦ୍ଦେଶ ଓ ଡ୍ରାଫ୍ଟ ପ୍ରସ୍ତାବ ଘୋଷଣା କରିଛି।...


