ମେଲୋନିଙ୍କ ଆତ୍ମଜୀବନୀକୁ ନେଇ ‘ମନ୍ କି ବାତ୍’ରେ ମୋଦି କଲେ ଏମିତି ପ୍ରଶଂସା, କହିଲେ ତାଙ୍କ ସହ ମୋର… ନୂଆଦିଲ୍ଲୀ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ – ମାଇ ରୁଟ୍ସ, ମାଇ ପ୍ରିନ୍ସିପଲ୍ସ’ର ମୁଖବନ୍ଧ ଲେଖିଛନ୍ତି। ସେ ପୁସ୍ତକଟିକୁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଶୀର୍ଷକ ଦ୍ୱାରା...