ବନବିଭାଗକୁ ବଡ଼ ସଫଳତା: ବଣାଇଁ ବନଖଣ୍ଡରେ ସକ୍ରିୟ ୬ ଆନ୍ତଃଜିଲା ଶିକାରୀ ଗିରଫ, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ଜୀବଜନ୍ତୁଙ୍କ ଚମଡା ଜବତ ବଣାଇଁ, ୨୭।୨(ପ୍ରଦୀପ ତ୍ରିପାଠୀ): ଦୀର୍ଘଦିନ ଧରି ବଣାଇଁ ବନଖଣ୍ଡ ଅଞ୍ଚଳରେ ସକ୍ରୀୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରି ରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା l ପ୍ରାୟ ଦେଢମାସ ହେବ ବଣାଇଁ ବନଖଣ୍ଡ ଅଞ୍ଚଳରେ ବନ୍ୟ ପ୍ରାଣୀ ଶିକାରୀଙ୍କ…