Tag Archives: bombay high court

‘ସ୍ବାମୀଙ୍କୁ ନପୁଂସକ କହିବା ମାନହାନି ନୁହେଁ’, ଆବେଦନ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ,୨।୮: ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଛାଡପତ୍ର ପ୍ରକ୍ରିୟା ସମୟରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଲଗାଇଥିବା ନପୁଂସକତାର ଅଭିଯୋଗ ମାନହାନି ନୁହେଁ ଏବଂ ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ କରାଯାଇଥିବା ଏପରି ଦାବି ଆଇନଗତ ପ୍ରକ୍ରିୟାର ଏକ...

ଏଣିକି ପାରାଙ୍କୁ ଖାଇବାକୁ ଦେବା ପଡ଼ିବ ମହଙ୍ଗା, କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ…

ମୁମ୍ବାଇ,୩୧ା୭: ବମ୍ବେ ହାଇକୋର୍ଟ ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ କୋର୍ଟ କହିଛନ୍ତି ଯେ, ଏପରି କରିବା ଦ୍ୱାରା ସାଧାରଣ ଅସୁବିଧା ହୁଏ ଏବଂ ଏହା ଜନସ୍ବାସ୍ଥ୍ୟ ପାଇଁ ବିପଦ...

୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ଘଟଣା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷ

ମୁମ୍ବାଇ,୨୧।୭: ୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ ସମସ୍ତ ୧୧ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ.ଜି. ଚନ୍ଦକଙ୍କ ଡିଭିଜନ...

ସ୍ତ୍ରୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଶିଶୁର ଡିଏନଏ ପରୀକ୍ଷା କରି ପିତୃତ୍ୱ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ,୯।୭: ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, କେବଳ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଉପରେ ପରକୀୟା ପ୍ରୀତି ସନ୍ଦେହ କରୁଛନ୍ତି ବୋଲି ତାଙ୍କ ନାବାଳକ ସନ୍ତାନକୁ ଡିଏନଏ ପରୀକ୍ଷା କରାଇ ପିତୃତ୍ୱ ନିର୍ଦ୍ଧାରଣ...

‘ଯୁବତୀ ଜାଣିଶୁଣି ଘରୁ ଚାଲିଯାଇଥିଲେ ଆଉ ରଖିଥିଲେ ଶାରିରୀକ ସମ୍ପର୍କ’, POCSO ମାମଲାରେ ଜେଲରେ ଥିବା ଯୁବକଙ୍କୁ ମୁକ୍ତ କଲେ କୋର୍ଟ

ମୁମ୍ବାଇ,୧୫।୪: ବମ୍ବେ ହାଇକୋର୍ଟ POCSO ମାମଲାରେ ତିନି ବର୍ଷ ଜେଲରେ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମୁକ୍ତ କରିଛନ୍ତି। ଯୁବକଙ୍କୁ ମୁକ୍ତ କରିବା ସମୟରେ କୋର୍ଟ କହିଥିଲେ ଯେ ୧୫ ବର୍ଷୀୟା ଯୁବତୀ ଜଣଙ୍କ ତାଙ୍କ କାର୍ଯ୍ୟର ପରିଣାମ...

ଦାନ୍ତ ବିପଜ୍ଜନକ ଅସ୍ତ୍ର ନୁହେଁ…ରୋଚକ ରାୟ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୦।୪: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ଦ୍ୱାରା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦାୟର କରାଯାଇଥିବା FIRକୁ ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କୁ କହିଛନ୍ତି, ମଣିଷ ଦାନ୍ତକୁ ଏକ ବିପଜ୍ଜନକ ଅସ୍ତ୍ର ଭାବରେ ବିବେଚନା କରାଯାଇପାରିବ ନାହିଁ,ଯାହା ଗୁରୁତର...

ଆଇନଗତ ବିବାହ ଯୌନ ସମ୍ପର୍କ ପାଇଁ ସମ୍ମତିକୁ ବୈଧ କରେ; ଧାର୍ମିକ ସମାରୋହ ଆବଶ୍ୟକ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ,୯।୪: ବମ୍ବେ ହାଇକୋର୍ଟ ସମ୍ପ୍ରତି ଜଣେ ବଳାତ୍କାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲାକୁ (FIR) ଖାରଜ କରିଦେଇଛନ୍ତି। ମାମଲା ଅନୁଯାୟୀ ଅଭିଯୁକ୍ତ ଅଭିଯୋଗକାରୀଙ୍କ ସହିତ ଆଇନଗତ ଭାବରେ ବିବାହ କରିଥିଲେ, ଯଦିଓ ବିବାହ ଧାର୍ମିକ ପ୍ରଥା ଅନୁସାରେ ହୋଇନଥିଲା। ବିଚାରପତି...

ଏବେ ଭାରତରେ ବି କାମ କରିପାରିବେ ପାକିସ୍ତାନୀ କଳାକାର

ମୁମ୍ବାଇ: ବଲିଉଡରେ ଅନେକ ପାକିସ୍ତାନୀ କଳାକାର ନିଜର ଅଭିନୟର ଦମ୍‌ ଦେଖାଇଛନ୍ତି। ହେଲେ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ପଡୋଶୀ ଦେଶର କଳାକାରଙ୍କୁ ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri