Board refutes allegation

ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର: ଛାତ୍ରୀଛାତ୍ର କହିଲେ- ‘ହଁ ଏହି ପ୍ରଶ୍ନ ପଡିଥିଲା’, ଖଣ୍ଡନ କଲା ବୋର୍ଡ

ଭୁବନେଶ୍ୱର,୨୬।୨: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା। ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ…

2 years ago