ବ୍ଲୁ ହ୍ୱେଲ୍ ପରେ Korean Lover Game ନେଉଛି ଛୁଆଙ୍କ ଜୀବନ! କେତେ ବିପଦ ଜାଣନ୍ତୁ ନୂଆଦିଲ୍ଲୀ,୪।୨: ବ୍ଲୁ ହ୍ୱେଲ୍ ଗେମ୍ ପରେ, ଏବେ କୋରିଆନ୍ ଲଭର୍ ଗେମ୍ ଲୋକଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି । ଏହି ଗେମ୍ ଗୁଡ଼ିକରେ ଲୋକଙ୍କୁ ଅନଲାଇନରେ ଚ୍ୟାଲେଞ୍ଜ କରାଯାଏ । ଏପର୍ଯ୍ୟନ୍ତ ବ୍ଲୁ ହ୍ୱେଲ୍ ଗେମ୍ ଯୋଗୁଁ ଅନେକ…