ରାଜ୍ୟରେ ବ୍ଲକ ପୁନଃର୍ଗଠନ ପାଇଁ କମିଶନ ଗଠନ କରିବେ ସରକାର: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ ଭୁବନେଶ୍ୱର,୧୧।୩: ରାଜ୍ୟରେ ଦୀର୍ଘଦିନ ଧରି ଅନେକ ସ୍ଥାନରେ ବ୍ଲକ ପୁନର୍ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର…