ଛତ୍ରପୁର,୨୦ା୫(ଦିଲ୍ଲୀପ ସାମଲ): ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଥାନା ଅଧିନସ୍ଥ ବିରିପୁର ଗ୍ରାମ ନିକଟରେ ସ୍କୁଟି ସହିତ ବାଇକ୍ ମୁହାଁମୁହିଁ ହୋଇଥିଲା। ମୃତକମାନେ…