ଜମ୍ମୁ ଏୟାରଷ୍ଟ୍ରିପକୁ ଟାର୍ଗେଟ କଲା ପାକିସ୍ତାନ, ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ନୂଆଦିଲ୍ଲୀ,୮।୫: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି, ଯାହା ଏକ…