ଯୁଦ୍ଧ ହେଲେ କେମିତି ରହିବେ, ଶତ୍ରୁଙ୍କୁ କେମିତି ସାମ୍ନା କରିବେ ଭାରତୀୟ ସେନା ଅଭ୍ୟାସ କଲେ ବ୍ଲାକଆଉଟ ଏକ୍ସରସାଇଜ ଚଣ୍ଡିଗଡ଼,୫।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଫିରୋଜପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ରବିବାର (୪ ମଇ, ୨୦୨୫) ୩୦ ମିନିଟ ପାଇଁ...