ସ୍ବାସ୍ଥ୍ୟୋପକାରୀ କଳା ଚାଉଳ କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍ ଏସିଡ୍ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି। ଏଥିରେ ବାର୍ଦ୍ଧକ୍ୟ-ପ୍ରତିରୋଧ କ୍ଷମତା ରହିଛି। ତା’ସହ ଚର୍ମ ପାଇଁ ଏହା ମଧ୍ୟ ଉପକାରୀ। ଗବେଷଣାରୁ…