ରାଜ୍ୟରେ ମୁସଲମାନଙ୍କ ଜନସଂଖ୍ୟା ୯୦ ପ୍ରତିଶତ ହୋଇଯିବ…, ଭାଜପାର AI ଭିଡ଼ିଓ ଦେଖି ରାଗିଗଲେ ଓଓ୍ବାଇସି ଗୁଆହାଟି,୧୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ (୨୦୨୬) ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବାରମ୍ବାର ଦାବି କରି ଆସୁଛନ୍ତି ଯେ ହିନ୍ଦୁମାନେ ସଂଖ୍ୟାଲଘୁ। ଏହାର ଜବାବରେ,...