ଲେଖାଶ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ: ମହିଳା କମିସନ ନିକଟରେ ଭାଜପା ବିଧାୟକଙ୍କ ଗିରଫ ଦାବିରେ ଅଭିଯୋଗ ଭୁବନେଶ୍ୱର, ୮।୭: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୋମବାର ରାଜ୍ୟ ମହିଳା କମିସନ (ଏସସିଡବ୍ଲୁ)ରେ ଅଭିଯୋଗ ଦାୟର କରିଛନ୍ତି। ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ସନ୍ତୋଷ ଖଟୁଆଙ୍କୁ ତାଙ୍କ ବିରୁଦ୍ଧରେ ଅଶାଳୀନ...