ଭାଜପା ବିଧାୟକଙ୍କ ହୋମ୍ଟାଉନରେ ସବୁ ପୋଛି ନେଲା ବିଜୁ ଛାତ୍ର ଜନତା ଦଳ
ଭବାନୀପାଟଣା,୧୬ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି କ୍ଲିନ୍ସୁଇପ୍ କରିଛି। ଏଠାରେ ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ୬ଟି ପଦବୀରେ ବିସିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଯୁଗେନ୍ଦ୍ର ବଣିଆ, ଉପସଭାପତି ମନୀଶ…

