ମହାରାଷ୍ଟ୍ରର ଏହି ଆସନରେ ଐତିହାସିକ ଖେଳ, ବିଜେପି-କଂଗ୍ରେସ କୋଳାକୋଳି ମୁମ୍ବାଇ,୭ା୧:ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟରେ ଏପରି ଏକ ରାଜନୈତିକ ମୋଡ଼ ଦେଖାଗଲା ଯାହା ସମସ୍ତ ଦଳ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଥାନେର ଅମ୍ବରନାଥ ପୌର ପରିଷଦରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ୨୭ଟି ଆସନ ଜିତି ଏକକ ବୃହତ...