BJD trails Nuapada

ନୂଆପଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ଜୟ ଢ଼ୋଲକିଆ ଆଗୁଆ, ଏତିକି ପଛରେ ବିଜେଡି

ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରାରମ୍ଭିକ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡ୍ ସୁଦ୍ଧା ଭାଜପା…

3 weeks ago