ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡିର ରଣହୁଙ୍କାର ଆନନ୍ଦପୁର,୭ା୮(ସୁଶାନ୍ତ କୁମାର ସାହୁ): ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡି ରଣହୁଙ୍କାର ଦେଇଛି। ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏକତ୍ରିତ ହୋଇ ଗୁରୁବାର ଆନନ୍ଦପୁର ଦଧିବାମନଜୀଉଙ୍କ ମନ୍ଦିର ନିକଟରୁ ଏକ ରାଲିରେ ଆନନ୍ଦପୁର ଥାନା…