ଭୁବନେଶ୍ୱର,୨୯ା୧୧: କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ସୁଜାତାଙ୍କ ବିଭାଗ ଫେଲ ମାରୁଥିବା ପରୋକ୍ଷରେ କହିଛନ୍ତି ପ୍ରତାପ।…