ସୁଜାତା କାର୍ତ୍ତିକେୟନଙ୍କ ଗୁମର ଖୋଲିଲେ ବିଜେଡି ବିଧାୟକ ପ୍ରତାପ ଦେବ, ପରୋକ୍ଷରେ କହିଲେ ସବୁ… ଭୁବନେଶ୍ୱର,୨୯ା୧୧: କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ସୁଜାତାଙ୍କ ବିଭାଗ ଫେଲ ମାରୁଥିବା ପରୋକ୍ଷରେ କହିଛନ୍ତି ପ୍ରତାପ। ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବକୁ ନେଇ ପରୋକ୍ଷରେ ସୁଜାତାଙ୍କ ମୁଖା ଖୋଲିଛନ୍ତି ପ୍ରତାପ।…