ଏସବୁ ଜିଲା ପାଇଁ ନୂଆ ସଭାପତି ଘୋଷଣା କଲା ବିଜେଡି, ଏମାନଙ୍କୁ ମିଳିଲା ଗୁରୁଦାୟିତ୍ୱ ଭୁବନେଶ୍ୱର,୪।୮: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ଚାରିଟି ଜିଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ…