ବିଦେଶୀ ପକ୍ଷୀ ସ୍ୟାଣ୍ଡ ପ୍ଲୋଭର ଗୋଡ଼ରେ ଅଜଣା ଟ୍ୟାଗ ଛତ୍ରପୁର, ୨୮ା୧୧(ଦିଲ୍ଲୀପ ସାମଲ): ରୁଷିକୂଲ୍ୟା ମୁହାଣରେ ଉଡି ବୁଲୁଥିବା ବେଳେ ଏକ ବିଦେଶୀ ପକ୍ଷୀ ଗୋଡରେ ଟ୍ୟାଗ୍ ବନ୍ଧା ଯାଇଥିବା ଜଣାପଡିଛି। ସ୍ଥାନୀୟ ପରିବେଶବିତ ରବିନ୍ଦ୍ରନାଥ ସାହୁ ତାଙ୍କ କ୍ୟାମେରାରେ ଏହାକୁ ଉତ୍ତୋଳନ କରିଛନ୍ତି। ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର...