ଦେଶରେ ୧୭ ମହିଳା ଏମ୍ପି, ବିଧାୟକ ବିଲିୟନେୟାର: ୨୮%ଙ୍କ ନଁାରେ ଆପରାଧିକ ମାମଲା ନୂଆଦିଲ୍ଲୀ, ୩୦।୪: ଭାରତରେ ୧୭ ଜଣ ମହିଳା ଏମ୍ପି ଏବଂ ବିଧାୟକ ହେଉଛନ୍ତି ବିଲିୟନେୟାର। ସେହିପରି ଦେଶର ୨୮% ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ନେଇ ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଆସୋସିଏଶନ ଫର୍...