ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନକୁ ଦିନ ବଢୁଛି ବାଇକ୍ ଚୋରି, ହାତବାନ୍ଧି ବସିଛି ପୋଲିସ ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): ଗୋଟିଏ କି ଦୁଇଟି ନୁହେଁ ମାସକ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଥିବା ବେଳେ ଗୋଟିଏ ସପ୍ତାହରେ ୪ଟି ବାଇକ୍କୁ ଦୁର୍ବୃତ୍ତମାନେ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୋଲିସ...