ପେଟ୍ରୋଲ ପକାଉ ଥିବାବେଳେ ହଠାତ୍ ଜଳିଗଲା ବାଇକ୍ ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର ପୂର୍ବାହ୍ନ ସାଢ଼େ ୧୨ଟାବେଳେ ଏକ ଦୋକାନରୁ ପେଟ୍ରୋଲ ପକାଉ ଥିବାବେଳେ ହଠାତ୍ ଗୋଟେ ବାଇକ ଜଳିଯାଇଛି। ଚୂଡ଼ାମଣି…