ଆଶ୍ଚର୍ଯ୍ୟଜନକ ଘଟଣା: YouTube ଭିଡିଓ ଦେଖି ବିହାରରେ ଚିକିତ୍ସା କରୁଥିଲେ ଡାକ୍ତର, ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପାଟନା,୧୬।୨: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ବିହାର ପାଟନାର ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତର YouTube ଭିଡିଓ ଦେଖି ରୋଗୀଙ୍କ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି, ଯାହା ଶେଷରେ ତାଙ୍କର ମୃତ୍ୟୁର କାରଣ ହୋଇଥିଲା। ରୋଗୀଙ୍କ ମୃତ୍ୟୁ ପରେ ପରିବାର...