ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର ପାଟ୍ନା,୧୭ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍) ନେତା ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ...