ମଦ ପିଆଇ ନାଚ କରିବାକୁ ବାଧ୍ୟ କଲେ…ବ୍ରେନ ଟ୍ୟୁମର ପୀଡିତାଙ୍କୁ ଗଣବଳାତ୍କାର କଲେ ୬ ପୁରୁଷ ପାଟନା,୧୪।୧: ବିହାରର ପୂର୍ଣ୍ଣିଆରୁ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସହରର ନେଭାଲାଲ ଚୌକରୁ ଜଣେ ଯୁବତୀଙ୍କୁ ଅପହରଣ କରି ୨୦ କିଲୋମିଟର ଦୂର ବ୍ୟାରିଅର ଚୌକକୁ ନେଇ ସେଠାରେ ଛଅଜଣ ଗଣବଳାତ୍କାର କରିଥିବା ନେଇ ଅଭିଯୋଗ...