ନୀତୀଶ-ଚିରାଗଙ୍କୁ ଜୋରଦାର ଝଟ୍କା: ବିହାର ରାଜନୀତିରେ ହଲଚଲ ପାଟନା,୧୦।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପରେ ପରେ ଝଟ୍କାର ସମ୍ମୁଖୀନ ହେଉଛି। ପ୍ରଥମେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମେଶ୍ୱର ରାୟ ଦଳ ଛାଡିଥିଲେ। ଏବେ ପୂର୍ବତନ ଏମ୍ପି ସନ୍ତୋଷ...