ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମନେ ପକାଇଦେଲା ବିଶ୍ୱର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କର ହୋଇଥିଲା ମୃତ୍ୟୁ! ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦର ମେଘାନିରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୨୪୨ ଜଣ ଯାତ୍ରୀ ଥିଲେ।...