ଶିଖର ଧାଓ୍ବନଙ୍କ ସହ ବହୁତ ବଡ଼ ଫ୍ରଡ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପରିଚାଳନା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତେଶ ଶାହଙ୍କ ନାମ ଏକ ଏଫଆଇଆରରେ ରଖାଯାଇଛି। ଅମିତେଶ ଶାହ ମଧ୍ୟ ଏକ କମ୍ପାନୀ ଲେଗାକ୍ସିର ପ୍ରତିଷ୍ଠାତା ଏବଂ ସିଇଓ। ଏସିଆ କପ ସମୟରେ ଅନଧିକୃତ...