‘ସେମାନଙ୍କୁ ତୁରନ୍ତ ଦେଶରୁ ବାହାର କର, ବାଇଡେନ ପ୍ରଶାସନ…’, ଆମେରିକା ସୁରକ୍ଷାକୁ ନେଇ କି ଆଦେଶ ଦେଲେ ଟ୍ରମ୍ପ? ଜାଣନ୍ତୁ… ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଉପରେ କଠୋର ଆକ୍ରମଣ କରିଛନ୍ତି। ଟୁଇଟରରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟମାନେ ଦେଶକୁ ନଷ୍ଟ କରିଥିବା ନୀତି ଏବଂ କଥିତ ଜାଲିଆତି...