Tag Archives: biden

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର ମହୋତ୍ସବ ପାଳନ କରାଯାଏ। ଏଥର ମଧ୍ୟ ଆଜି ଅର୍ଥାତ୍‌ ସୋମବାର ଦୀପାବଳିକୁ ‘ହ୍ବାଇଟ୍‌ ହାଉସ୍‌’ରେ…

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ ଗସ୍ତର ପ୍ରଥମ ଦିନରେ ଜୋ ବାଇଡେନଙ୍କୁ ଭେଟିଥିଲେ। ଏହି ସମୟରେ ମୋଦି ବାଇଡେନଙ୍କ ସହ…

ବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ୱାଶିଂଟନ,୦୩।୦୮: ପଶ୍ଚିମ ଏସିଆରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଉକ୍ତ ଅଞ୍ଚଳରେ ନିଜ ସୈନ୍ୟଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ଏସିଆରେ ଅଧିକ ଯୁଦ୍ଧ ଜାହଜ ଏବଂ ଲଢ଼ୁଆ ବିମାନ ନିୟୋଜିତ କରିବାକୁ ଆମେରିକା ପଦକ୍ଷେପ ନେଇଛି…

ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌

ଓ୍ବାଶିଂଟନ,୧୯ା୭: ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ପଛକୁ ଫେରିଯିବେ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ। ଏକ ରିପୋର୍ଟରୁ ପ୍ରକାଶ ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଷ୍ଟ୍ରପତି ପଦ…

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି, ଯେଉଁଥିରେ ସେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ବର୍ତ୍ତମାନର…

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ ନିର୍ବାଚନ ପାଇଁ ନିରନ୍ତର ପୂର୍ବାନୁମାନ କରିଆସୁଛନ୍ତି। ଗତ ୧୦ଟି ନିର୍ବାଚନରେ ଆଲାନ ପୂର୍ବାନୁମାନ କରିଛନ୍ତି,…

ଟ୍ରମ୍ପଙ୍କ ଭିଡିଓକୁ ନେଇ ବିବାଦ, ଭର୍ତ୍ସନା କଲେ ବାଇଡେନ

ଓ୍ବାଶିଂଟନ,୩୧ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେୟାର କରିଥିବା ଏକ ଭିଡିଓକୁ ନେଇ ଏବେ ବିବାଦ ଦେଖାଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଫଟୋ କରିଥିବା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ…

ମୋ ପିଲାର ନାଁ ଜାଣିନାହାନ୍ତି ରାଷ୍ଟ୍ରପତି, ଭୁଲ୍‌ ନାଁ ନେବାରୁ ରାଗିଲେ ମୃତ ଛାତ୍ରୀଙ୍କ ମା’

ଓ୍ବାଶିଂଟନ,୧୦ା୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଷ୍ଟେଟ୍‌ ଅଫ୍‌ ୟୁନିଅନର ଭାଷଣ ସମୟରେ ଜର୍ଜିଆର ମୃତ ନର୍ସିଂ ଛାତ୍ରୀ ଲାକେନ ରିଲେ ଆକ୍ଟଙ୍କ ନାମର ଭୁଲ୍‌ ଘୋଷଣା କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ବାସ୍ତବରେ ଭାଷଣ ସମୟରେ ବାଇଡେନ ଲାକେନ…

ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି। ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍‌ଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri