ଆଗାମୀ ୨୪ଘଣ୍ଟା ଭୁବନେଶ୍ୱରକୁ ବିପଦ! ବଡ଼ ଆଲର୍ଟ କଲା ପାଣିପାଗ ବିଭାଗ ଭୁବନେଶ୍ୱର,୨୪।୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୬ଟି ଜିଲା ପାଇଁ ଝଡ଼ତୋଫାନ, ବିଜୁଳି ଓ ପବନ-ବର୍ଷା ହେବାର ସତର୍କତା ଜାରି କରିଛି। ଆଇଏମଡି ପକ୍ଷରୁ ଆଜି ଅପରାହ୍ନ ସୁଦ୍ଧା ସତର୍କ ସୂଚନା ଦିଆଯାଇଛି। ଏଥିସହ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ...