ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପକୁ ଅନୁମୋଦନ ମିଳିବ, ୧୧୦ କିମି ପାଇଁ ଖର୍ଚ୍ଚ ହେବ ୮,୩୦୦ କୋଟି ଟଙ୍କା ଭୁବନେଶ୍ୱର,୧୧ା୭: ଭାରତ ସରକାର ଓଡ଼ିଶାରେ ଏକ ବହୁଲକ୍ଷ୍ୟମୂଳକ ଆଧୁନିକ ପ୍ରକଳ୍ପକୁ ଅନୁମୋଦନ ପାଇଁ ପ୍ରସ୍ତୁତ ହେଉଛନ୍ତି। ୧୧୦ କିଲୋମିଟର ଲମ୍ବା ଏହି ଛଅ ସ୍ତରର ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାୟପାସ୍) ପ୍ରକଳ୍ପର ଆସମାନ୍ତା ୮,୩୦୦ କୋଟି...