ଖୁବଶୀଘ୍ର ଶେଷ ହେବ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଅକ୍ଟୋବରରେ ଉଦଘାଟନ ଭୁବନେଶ୍ୱର,୧୧ା୪: ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୦୨୫ ରେ ସମାପ୍ତ ହେବାର ଯୋଜନା ରହିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଏହାର ନିର୍ଧାରିତ ସମୟସୀମାରେ ପୂରଣ କରିବା ପାଇଁ ଟ୍ରାକରେ ରହିଛି। ପୂର୍ବ...