ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍ ଅଛି ଏତିକି, ଲିଟରେ କିଣିଲେ… ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ ବାଧା ଦେଇଛି। ପରିସ୍ଥିତି ଏପରି ହୋଇଛି ଯେ ସକାଳ ହେବାରୁ ଗ୍ୟାସ ଏଜେନ୍ସି…