ଏହି କାରଣରୁ ଶୁଭମିତ୍ରାଙ୍କ ହତ୍ୟା କରିଥିଲା ଦୀପକ, ବଡ଼ ଖୁଲାସା କଲା ପୋଲିସ ଭୁବନେଶ୍ୱର,୧୭।୯: ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ୧୦ ଲକ୍ଷ ଟଙ୍କା ଝଗଡ଼ା କାରଣରୁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ତଦନ୍ତରୁ ଜଣାପଡ଼ିଛି, ଶୁଭମିତ୍ରା ଅଭିଯୁକ୍ତ ସ୍ୱାମୀ ଦୀପକ…