ମଥାରେ ଚନ୍ଦନ ଲେପ, ମନରେ ଅପାର ଭକ୍ତି, ଭୋର ୪ଟାରୁ ଉଠି ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେଲେ ବିରାଟ ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ଗତ କିଛି ବର୍ଷ ମଧ୍ୟରେ, ସେ ତାଙ୍କ କ୍ରିକେଟ କାମ ଅପେକ୍ଷା ତାଙ୍କ ଭକ୍ତି ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ...