ଓଡ଼ିଶାରେ ସଫଳତାର ସହ ପରୀକ୍ଷା ହେଲା ‘ଭାର୍ଗବାସ୍ତ୍ର’, ଶକ୍ତିଶାଳୀ ହେଲା ଭାରତୀୟ ସେନା ନୂଆଦିଲ୍ଲୀ,୧୪ା୫: ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ। ଏହି ସିଷ୍ଟମର ମାଇକ୍ରୋ ରକେଟଗୁଡ଼ିକ...