ପୁଅ ଗୋଲାର କଥା ଶୁଣି କାହିଁକି କାନ୍ଦିଲେ ଭାରତୀ? କାରଣ ଜାଣିବା ପରେ ଆପଣବି…. ନୂଆଦିଲ୍ଲୀ,୮ା୧: ଭାରତୀ ସିଂ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି । କମେଡି କୁଇନ୍ ଏକ ନୂତନ ଭ୍ଲଗ୍ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅକୁ କୁଣ୍ଢାଇ କାନ୍ଦୁଥିବାର ଦେଖାଯାଉଛି । ସେ...