୧୭୦ ଘଣ୍ଟା ଭାରତନାଟ୍ୟମ୍ ନୃତ୍ୟ କରି ବିଶ୍ୱ ରେକର୍ଡ ମାଙ୍ଗାଲୁରୁ, ୩୧ା୭ କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସରେ ତାଙ୍କ ନାମ ସ୍ଥାନ…