ଭାରତ ବନ୍ଦର ପ୍ରଭାବ, ଏହିସବୁ ଜିଲାରେ ସ୍କୁଲ ଛୁଟି
ଜୟପୁର, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ ପୁଣି କ୍ୟାଟେଗୋରୀ କରିବାକୁ ବିରୋଧ କରି ସାରାଦେଶରେ ବନ୍ଦ ପାଳନ ଜାରି ରହିଛି । ରାଜସ୍ଥାନର ଅନେକ ଜିଲ୍ଲାର ଜିଲ୍ଲା ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ…
୨୧ ଅଗଷ୍ଟରେ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ରହିବ ବନ୍ଦ ଏବଂ କଣ ରହିବ ଖୋଲା
ନୂଆଦିଲ୍ଲୀ, ୨୦।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ କାଲି ଭାରତ ବନ୍ଦ ଡାକରା…
ଭାରତ ବନ୍ଦ ଆମ ଅଧିକାର ନା ଏହା ଅପରାଧ? କ’ଣ ଯେକେହି କରିପାରିବେ ଘୋଷଣା, ଜାଣନ୍ତୁ କ’ଣ କୁହେ ସମ୍ବିଧାନ…
ନୂଆଦିଲ୍ଲୀ,୧୬।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସ୍କେଏମ୍) ଏବଂ ଅନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା। ସକାଳ ୬ରୁ ଅପରାହ୍ନ ୪ ଯାଏ କୃଷକ-ଶ୍ରମିକମାନେ କାମ ବନ୍ଦ କରିବାକୁ ଅପିଲ କରାଯାଇଥିଲେ ହେଁ ଏହାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ।…

