ଆର୍ଥିକ ସହାୟତା ଘୋଷଣା କଲା RCB, ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦେବ ଏତିକି ଲକ୍ଷ ଟଙ୍କା ବେଙ୍ଗାଲୁରୁ,୫ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବେଙ୍ଗାଲୁରୁରେ ହୋଇଥିବା ଭିଡ଼ ଦୁର୍ଘଟଣାରେ ମୃତ ୧୧ ଜଣଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏହା ସହିତ, ଆରସିବି ଏହି ଦୁର୍ଘଟଣାରେ ଆହତ...