ଟ୍ରମ୍ପ-ଜେଲେନସ୍କି ବିତର୍କ ଉପରେ ଜୟଶଙ୍କରଙ୍କ ବୟାନ-‘ବର୍ତ୍ତମାନ ବିଶ୍ୱ ସାଧାରଣ ଅପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି’ ନୂଆଦିଲ୍ଲୀ,୩ା୩: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଲଜିୟମ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ବୈଠକକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଗସ୍ତ ଭାରତ-ବେଲଜିୟମ ଏବଂ ଭାରତ-ୟୁରୋପୀୟ ସଂଘ...