ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ଏଣିକି ବିୟର ପ୍ରେମୀମାନଙ୍କୁ ସେମାନଙ୍କର ଆଶା ପୂରଣ କରିବା ପାଇଁ...