Beat the driver

ଷ୍ଟିଅରିଂ ଛାଡ଼ ଆନ୍ଦୋଳନବେଳେ ଡ୍ରାଇଭରଙ୍କୁ ମାଡ଼: ୮ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୭(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଟ୍ରକ୍‌ ଚଳାଇବାରୁ ଭଇଁଷାପାଲି ଟୋଲ୍‌ ଗେଟ୍‌ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ କେତେଜଣ…

6 months ago